ଉରୁସତ୍ୱ Urusatwa

  • ସଂ. ବିଣ. ପୁଂ. (ବହୁବ୍ରୀହି; ଉରୁ=ବିଶାଳ+ସତ୍ୱ=ବଳ) — ମହାବଳ; ବଳବାନ୍ — Of great strength
  • ସଂ. ବିଣ. ପୁଂ. (ବହୁବ୍ରୀହି; ଉରୁ=ବିଶାଳ+ସତ୍ୱ=ବଳ) — ମହାମନା — Of lofty nature, high minded