ଉରୁମ୍ଭିବା Urumbhibā

  • ଦେ. କ୍ରି. ସଂ. (ରୁଦ୍ଧ) — ରୁନ୍ଧିବା — To obstruct
  • ଦେ. କ୍ରି. ସଂ. (ରୁଦ୍ଧ) — (ଶ୍ୱାସ) ରୋଧ ହେବା — To become suspended; to be pent up