ଉରୁବିକ୍ରମ Urubikrama
- ସଂ. ବିଣ. ପୁଂ (ବହୁବ୍ରିହୀ; ଉରୁ=ବିଶାଳ+ବିକ୍ରମ) — ମହା ପରାକ୍ରମଶାଳୀ; ଅତି ପରାକ୍ରମୀ
- ସଂ. ବିଣ. ପୁଂ (ବହୁବ୍ରିହୀ; ଉରୁ=ବିଶାଳ+ବିକ୍ରମ) — ହେ ଚଳାପାଙ୍ଗି; ଯେହେତୁ ତୁମ୍ଭେ ରତ୍ନସ୍ୱରୁପା, ଅତଏବ ମତେ ବା ମୋର ଉରୁବିକ୍ରମ ଅନୁଜ ନିଶୁମ୍ଭଙ୍କୁ ତୁମ୍ଭେ ବରଣ କର।" ଦୁର୍ଗାଙ୍କ ନିକଟକୁ ଶୁମ୍ଭାସୁର ପ୍ରେରିତ ଦୂତବାକ୍ୟ। —ଚଣ୍ଡୀ ପୁରାଣ, 5 ମ ଅଧ୍ୟାୟ. 113 । — ହେ ଚଳାପାଙ୍ଗି; ଯେହେତୁ ତୁମ୍ଭେ ରତ୍ନସ୍ୱରୁପା, ଅତଏବ ମତେ ବା ମୋର ଉରୁବିକ୍ରମ ଅନୁଜ ନିଶୁମ୍ଭଙ୍କୁ ତୁମ୍ଭେ ବରଣ କର" ଦୁର୍ଗାଙ୍କ ନିକଟକୁ ଶୁମ୍ଭାସୁର ପ୍ରେରିତ ଦୂତବାକ୍ୟ —ଚଣ୍ଡୀ ପୁରାଣ,5ମ ଅଧ୍ୟାୟ.113