ଉରୁଚାରୁ Uruchāru

  • ଦେ. ବି. (ସଂ. ଊରୁ+ଚାରୁ) — ଜଘଂର ଶୋଭା; ସୁନ୍ଦର ଜଘଂ
  • ଦେ. ବି. (ସଂ. ଊରୁ+ଚାରୁ) — ଘେନି ଉରୁଚାରୁ ପାଇବି ଭାବିଟି ଦେଖାଇ ଦେଇ ପୁଳିନ। —ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।