ଉମେଦ୍ଦାର Umeddār

  • ଦେ. ବି. — ଚାକିରି ପାଇଁ ଅନୁସରଣ କରିଥିବା ବ୍ୟକ୍ତି — A candidate for a post
  • ଦେ. ବି. — ଅନୁସରଣିଆଁ ଲୋକ — A Suitor
  • ଦେ. ବି. — କାରଖାନା ବା ଅଫିସ୍ ଆଦିରେ କାମ ଶିଖିବା ଲୋକ ତାଇଦନବୀସ୍ — An apprentice-