ଉମେଦ୍ଦାରି Umeddāri

  • ବୈଦେ. ବି. (ଆ. ଉମେଦ୍ୱାରୀ) — କୌଣସି ଅନୁଗ୍ରହ ନିମନ୍ତେ ଅନୁସରଣ ବା ଉପାସନା
  • ବୈଦେ. ବି. (ଆ. ଉମେଦ୍ୱାରୀ) — ଚାକିରି ପାଇଁ ପ୍ରାର୍ଥନା — Candidature