ଉମାକିଙ୍କର Umā kiṅkara

  • ସଂ. ବି. ( 6 ଷ୍ଠୀ ତତ୍; ଉମା+କିଙ୍କର) — ପାର୍ବତୀଙ୍କ ଭକ୍ତ — A devotee of the Goddess pārbatī
  • ସଂ. ବି. ( 6 ଷ୍ଠୀ ତତ୍; ଉମା+କିଙ୍କର) — ପାର୍ବତୀଙ୍କ ବାହନ; ସିଂହ — The lion riden by Goddess Pārbatī