ଉମାକାନ୍ତ Umākānta

  • ସଂ. ବି. ( 6 ଷ୍ଠୀ ତତ୍; ଉମା=ପାର୍ବତୀ+କାନ୍ତ=ସ୍ୱାମୀ) — ଶିବ; ଉମାଙ୍କର ପତି
  • ଦେ. ବି. ପୁଂ — ପୁରୁଷଙ୍କୁ ଦିଆଯିବା ନାମ