ଉମାଉମେଶ Umāumeṡa

  • ସଂ. ବି. (ଦ୍ୱନ୍ଦ; ଉମା+ଉମେଶ) — ହରପାର୍ବତୀ; ପାର୍ବତୀ ପରମେଶ୍ୱର ଦୁହେଁ — The couple Ṡiba and Pārbatī
  • ସଂ. ବି. (ଦ୍ୱନ୍ଦ; ଉମା+ଉମେଶ) — ହରପାର୍ବତୀଙ୍କ ଯୁଗଳ ରୂପ — The conjoined figure of Ṡiba and Pārbatī