ଉଭୟସଙ୍କଟ Ubhayasaṅkaṭa

  • ସଂ. ବି — ଦୋଘାଇ; ଦୁବିଧା; ବିଷମସମସ୍ୟା — Dilemma
  • ସଂ. ବି — ଏପରି ଅବସ୍ଥା ଯେ ଯେଉଁଆଡ଼େ ଗଲେ ମଧ୍ୟ ବିପଦର ଆଶଙ୍କା ଅଛି — A very critical position; a position between Scylla and Charybdis