ଉଭୟତୋମୁଖ Ubhayatomukha

  • ସଂ. ବିଣ. ପୁଂ (ଉଭୟତଃ+ମୁଖ) — ଦୁଇ ମୁହାଁ — Double-faced
  • ସଂ. ବିଣ. ପୁଂ (ଉଭୟତଃ+ମୁଖ) — ଦୁଇଆଡ଼କୁ ମୁହଁ କରିଥିବା — Looking both ways; facing both ways