ଉଭୁଜାଇବା Ubhujāibā

  • ଦେ. କ୍ରି (ସଂ. ଭ୍ରସଜ ଧାତୁ=ଭାଜିବା) — ଓଦା ଧାନ ବା ଚାଉଳକୁ ନିଆଁରେ ଭାଜି ସୁଖାଇବା ବା ଖରଡ଼ିବା
  • ଦେ. କ୍ରି (ସଂ. ଭ୍ରସଜ ଧାତୁ=ଭାଜିବା) — [ଦ୍ର —ଓଦା ଧାନକୁ ଭାଜି ଚୂଡ଼ାଭଜା ଓ ହୁଡ଼ୁମ୍ବ ଓ ଓଦା ଚାଉଳକୁ ଭାଜି ମୁଢ଼ି କରାଯାଏ।]