ଉଭାବ୍ୟଞ୍ଜନ Ubhābyan̄jana

  • ଦେ. ବି. (ଶ୍ଳେଷାର୍ଥକ ପ୍ରୟୋଗ; ଉଭା=ଠିଆ=ଖଡ଼ା) — ଖଡ଼ାଶାଗ ତିଅଣ
  • ଦେ. ବି. (ଶ୍ଳେଷାର୍ଥକ ପ୍ରୟୋଗ; ଉଭା=ଠିଆ=ଖଡ଼ା) — ଥିବା ନ ଥିବାକୁ ଧରମ ସାଥି, ଗରମ ଭାତ ଦେଖି ନାହିଁ ଆଖି। ମନ ସବୁଥିକି। ଉଭାବ୍ୟଞ୍ଜନ ନ ମିଳେ ପଥିକି —ହରେକୃଷ୍ଣ ପଟ୍ଟନାୟକ।