ଉପେୟ Upeya

  • ସଂ. ବିଣ (ଉପ=ନିକଟ+ଇ ଧାତୁ=ଯିବା+କର୍ମ. ଯ) — ପ୍ରାପ୍ୟ — Attainable; obtainable
  • ସଂ. ବିଣ (ଉପ=ନିକଟ+ଇ ଧାତୁ=ଯିବା+କର୍ମ. ଯ) — ଉପାୟସାଧ୍ୟ — Performable by employment of proper means