ଉପେଖିବା Upekhibā

  • ଗ୍ରା. କ୍ରି. (ସଂ. ଉପେକ୍ଷା) — ବେଖାତିର କରିବା; ଅନାଦର କରିବା — To disregard; to neglect
  • ଗ୍ରା. କ୍ରି. (ସଂ. ଉପେକ୍ଷା) — ତ୍ୟାଗ କରିବା — To abandon
  • ଗ୍ରା. କ୍ରି. (ସଂ. ଉପେକ୍ଷା) — ଅସୁର ବୋଲି ଉପେକ୍ଷିଲେ। ଜଗନ୍ନାଥ, ଭାଗବତ।
  • ଗ୍ରା. କ୍ରି. (ସଂ. ଉପେକ୍ଷା) — ଅବଜ୍ଞା ବା ଅସମ୍ମାନ କରିବା — To show disrespect; to slight
  • ଗ୍ରା. କ୍ରି. (ସଂ. ଉପେକ୍ଷା) — ଅସ୍ୱୀକାର କରିବା — To disown; to
  • ଗ୍ରା. କ୍ରି. (ସଂ. ଉପେକ୍ଷା) — ମନରୁ ଛାଡିବା ଦୂର କରିବା — To give up
  • ଗ୍ରା. କ୍ରି. (ସଂ. ଉପେକ୍ଷା) — ସବୁ ଦୁଃଖଯାକଟି ଦେଉଛୁ ଉପେକ୍ଷି। —କୃଷ୍ଣସିଂହ ମହାଭାରତ, ବନ।