ଉପେକ୍ଷିତ Upekshita

  • ସଂ. ବିଣ. (ଉପ=ଘୃଣା ସହିତ+ଈକ୍ଷ ଧାତୁ=ଦେଖିବା+କର୍ମ. ତ) — ଅନାଦୃତ — Disregarded; neglected
  • ସଂ. ବିଣ. (ଉପ=ଘୃଣା ସହିତ+ଈକ୍ଷ ଧାତୁ=ଦେଖିବା+କର୍ମ. ତ) — ତ୍ୟକ୍ତ — Abandoned
  • ସଂ. ବିଣ. (ଉପ=ଘୃଣା ସହିତ+ଈକ୍ଷ ଧାତୁ=ଦେଖିବା+କର୍ମ. ତ) — ଅବଜ୍ଞାତ; ଅସମ୍ମାନିତ — Treated with contempt; slighted
  • ସଂ. ବିଣ. (ଉପ=ଘୃଣା ସହିତ+ଈକ୍ଷ ଧାତୁ=ଦେଖିବା+କର୍ମ. ତ) — ଅସ୍ୱୀକୃତ — Disowned