ଉପେକ୍ଷା Upekshā
- ସଂ. ବି. (ଉପ+ଈକ୍ଷ୍ ଧାତୁ=ଦେଖିବା+ଭାବ. ଅ+ସ୍ତ୍ରୀ. ଆ) — — 1 । ଅବହେଳା — 1 ଅବହେଳା—1. Negligence
- ସଂ. ବି. (ଉପ+ଈକ୍ଷ୍ ଧାତୁ=ଦେଖିବା+ଭାବ. ଅ+ସ୍ତ୍ରୀ. ଆ) — ଅନାଦର; ଅବଜ୍ଞା — Disrespect; disregard
- ସଂ. ବି. (ଉପ+ଈକ୍ଷ୍ ଧାତୁ=ଦେଖିବା+ଭାବ. ଅ+ସ୍ତ୍ରୀ. ଆ) — ଘୃଣା — Contempt
- ସଂ. ବି. (ଉପ+ଈକ୍ଷ୍ ଧାତୁ=ଦେଖିବା+ଭାବ. ଅ+ସ୍ତ୍ରୀ. ଆ) — ଔଦାସୀନ୍ୟ — Indifference; apathy
- ସଂ. ବି. (ଉପ+ଈକ୍ଷ୍ ଧାତୁ=ଦେଖିବା+ଭାବ. ଅ+ସ୍ତ୍ରୀ. ଆ) — ତ୍ୟାଗ — Abandonment
- ସଂ. ବି. (ଉପ+ଈକ୍ଷ୍ ଧାତୁ=ଦେଖିବା+ଭାବ. ଅ+ସ୍ତ୍ରୀ. ଆ) — ଅସ୍ୱୀକାର — Disagreement
- ସଂ. ବି. (ଉପ+ଈକ୍ଷ୍ ଧାତୁ=ଦେଖିବା+ଭାବ. ଅ+ସ୍ତ୍ରୀ. ଆ) — ଧୈର୍ଯ୍ୟ — Patience
- ଗ୍ରା. ବି. (ସଂ. ଅପେକ୍ଷା) — ଅପେକ୍ଷା — Waiting
- ଗ୍ରା. ବି. (ସଂ. ଅପେକ୍ଷା) — ଆଶା — Expectation
- ଗ୍ରା. ଅ. (ସଂ. ଅପେକ୍ଷା) — ଠାରୁ; ଅପେକ୍ଷା — Than
- ଗ୍ରା. ଅ. (ସଂ. ଅପେକ୍ଷା) — (ଯଥା —ତୋ ଉପେକ୍ଷା ସେ ବେଶି ବୁଦ୍ଧିଆ)