ଉପେକ୍ଷା କରିବା Upekshā karibā
- ଦେ. କ୍ରି — 1 ଅନାଦର କରିବା — 1ଅନାଦର କରିବା
- ଦେ. କ୍ରି — ନମାନିବା; ଗ୍ରାହ୍ୟ ନ କରିବା — To disregard
- ଦେ. କ୍ରି — ଅବଜ୍ଞା କରିବା — To show disrespect; to look down with contempt
- ଦେ. କ୍ରି — ତ୍ୟାଗ କରିବା — To abandon
- ଦେ. କ୍ରି — ଅସ୍ୱୀକାର କରିବା — To disown
- ଗ୍ରା. କ୍ରି — ଅପେକ୍ଷା କରିବା — To wait