ଉପୁଡ଼ିବା Upuṟḍ̠ibā
- ଦେ. କ୍ରି. (ସଂ. ଉତ୍ପାଟନ) — ଉତ୍ପାଟିତ ହେବା — To be uprooted
- ଦେ. କ୍ରି. (ସଂ. ଉତ୍ପାଟନ) — ଉପୁଡ଼ି ପଡ଼େ ତୀର ବିଟପୀ ନୀରେ —ରାଧାନାଥ, ତୁଳସୀସ୍ତବକ।
- ଦେ. କ୍ରି. (ସଂ. ଉତ୍ପାଟନ) — ମୂଳରୁ ଉପୁଡ଼ିବା; ମୂଳଭ୍ରଷ୍ଟ ହେବା — To be displaced; to fall down
- ଦେ. କ୍ରି. (ସଂ. ଉତ୍ପାଟନ) — ଅତି ଉତ୍ସର୍ଗ ବେନି ବୃକ୍ଷେ, ଉପୁଡ଼ି ପଡ଼ିଲେ ପ୍ରତ୍ୟକ୍ଷେ। —ଜଗନ୍ନାଥ, ଭାଗବତ ।