ଉପୁଡ଼ାଇବା Upuṟḍ̠āibā

  • ଦେ. କ୍ରି. (ଉପାଡ଼ିବା ଓ ଉପୁଡ଼ିବା କ୍ରିୟାର ଣିଜନ୍ତରୂପ) — ଅନ୍ୟଦ୍ୱାରା ଉତ୍ପାଟିତ କରାଇବା — To cause the uprooting by another
  • ଦେ. କ୍ରି. (ଉପାଡ଼ିବା ଓ ଉପୁଡ଼ିବା କ୍ରିୟାର ଣିଜନ୍ତରୂପ) — ଉତ୍ପାଟନ କରିବା — To uproot; to eradicate
  • ଦେ. କ୍ରି. (ଉପାଡ଼ିବା ଓ ଉପୁଡ଼ିବା କ୍ରିୟାର ଣିଜନ୍ତରୂପ) — ଚେର ଦେବାବେଳେ ମୋ ଭାଗ୍ୟବଲ୍ଲୀ, ଚଳି ଉପୁଡ଼ାଇ ଦେଲା କି ବୋଲି —କବିସୂର୍ଯ୍ୟ, କବିତା।