ଉପୁଚିବା Upuchibā

  • ଗ୍ରା. କ୍ରି. (ସଂ. ଉତ୍ପତନ) — ଉପରକୁ ଉଠିବା — To rise up to the surface
  • ଗ୍ରା. କ୍ରି. (ସଂ. ଉତ୍ପତନ) — ପ୍ରକାଣ ପାଇବା — To be manifest
  • ଗ୍ରା. କ୍ରି. (ସଂ. ଉତ୍ପତନ) — (କୀଟାଦି) ଜଳର ଉପରକୁ ଭାସି ଉଠିବା — To float up (said of maggots in liquids)