ଉପାୟକ୍ଷମ Upāyakshama

  • ସଂ. ବିଣ. ପୁଂ. ( 7 ମୀ ତତ୍; ଉପାୟ+କ୍ଷମ) — ଅର୍ଜନକ୍ଷମ — Able to earn one's livelihood
  • ସଂ. ବିଣ. ପୁଂ. ( 7 ମୀ ତତ୍; ଉପାୟ+କ୍ଷମ) — ପ୍ରତିକାର କରିବାରେ ତତ୍ପର — Prompt in applying a remedy