ଉପାୟ କରିବା Upāya karibā
- ଦେ. କ୍ରି — ପ୍ରତିକାର କରିବା — To use a remedy; to counteract
- ଦେ. କ୍ରି — ଅର୍ଜନ କରିବା — To earn
- ଦେ. କ୍ରି — ଉଦ୍ଦେଶ୍ୟସିଦ୍ଧି ଉଦ୍ଦେଶ୍ୟରେ କାର୍ଯ୍ୟସାଧନ କରିବା — To use means to an end
- ଦେ. କ୍ରି — ଔଷଧ ବା ମନ୍ତ୍ରାଯନ୍ତ୍ରାଦି ପ୍ରୟୋଗ କରିବା — To employ charms or medicine
- ଦେ. କ୍ରି — ଉଦ୍ୟମ କରିବା — To exert oneself; to strive