ଉପାବର୍ତ୍ତନ Upābarttana

  • ସଂ. ବି. (ଉପ+ଆ+ବୃତ୍ ଧାତୁ=ଆସିବା+ଭାବ. ଅନ) — — 1 । ପ୍ରତ୍ୟାବର୍ତ୍ତନ — 1 ପ୍ରତ୍ୟାବର୍ତ୍ତନ
  • ସଂ. ବି. (ଉପ+ଆ+ବୃତ୍ ଧାତୁ=ଆସିବା+ଭାବ. ଅନ) — କଡ଼ଲେଉଟା; ପାର୍ଶ୍ୱ ପରିବର୍ତ୍ତନ
  • ସଂ. ବି. (ଉପ+ଆ+ବୃତ୍ ଧାତୁ=ଆସିବା+ଭାବ. ଅନ) — ଘୂର୍ଣ୍ଣନ — Whirling
  • ସଂ. ବି. (ଉପ+ଆ+ବୃତ୍ ଧାତୁ=ଆସିବା+ଭାବ. ଅନ) — ଆଉଟିବା — Stirring
  • ସଂ. ବି. (ଉପ+ଆ+ବୃତ୍ ଧାତୁ=ଆସିବା+ଭାବ. ଅନ) — (ପଶୁମାନଙ୍କର) ଶ୍ରମୋପଶମନାର୍ଥ ଭୂମିରେ ପୁନଃ ପୁନଃ ଗଡ଼ିବା