ଉପାଧିପତ୍ର Upādhipatra

  • ସଂ. ବି (ମଧ୍ୟପଦଲୋପୀ; ଉପାଧିର ନିଦର୍ଶନରୂପକ ପତ୍ର) — ସାର୍ଟିଫିକେଟ — Certificate conferring a title or degree
  • ସଂ. ବି (ମଧ୍ୟପଦଲୋପୀ; ଉପାଧିର ନିଦର୍ଶନରୂପକ ପତ୍ର) — ସନନ୍ଦ; ଉପାଧି ପାଇବାର ନିଦର୍ଶନ; ଯୋଗ୍ୟତା ନିଦର୍ଶକ ପ୍ରଶଂସା ପତ୍ର — Diploma; sanad