ଉପସ୍ପର୍ଶନ Upasparṡana
- ସଂ. ବି. (ଉପ=ସଦୃଶ+ସ୍ପୃଶ ଧାତୁ=ଛୁଇଁବା+ଭାବ. ଅନ) — ସ୍ପର୍ଶ; ଛୁଇଁବା — The act of touching; contact
- ସଂ. ବି. (ଉପ=ସଦୃଶ+ସ୍ପୃଶ ଧାତୁ=ଛୁଇଁବା+ଭାବ. ଅନ) — ଆଁଚ୍ — Mere touch; touch and go
- ସଂ. ବି. (ଉପ=ସଦୃଶ+ସ୍ପୃଶ ଧାତୁ=ଛୁଇଁବା+ଭାବ. ଅନ) — ଆଁଚେଇବା; ଆଚମନ — Sipping of water rinsing of the mouth
- ସଂ. ବି. (ଉପ=ସଦୃଶ+ସ୍ପୃଶ ଧାତୁ=ଛୁଇଁବା+ଭାବ. ଅନ) — ସ୍ନାନ — Bathing; ablution
- ସଂ. ବି. (ଉପ=ସଦୃଶ+ସ୍ପୃଶ ଧାତୁ=ଛୁଇଁବା+ଭାବ. ଅନ) — ପାନ — Drinking