ଉପସ୍ନାନ Upasnāna
- ସଂ. ବି. (ଉପ=ନିକୃଷ୍ଟ; ସାମାନ୍ୟ+ସ୍ନାନ) — ଅଙ୍ଗବିଶେଷ ଧୋଇବା — French bath; washing of some limbs
- ସଂ. ବି. (ଉପ=ନିକୃଷ୍ଟ; ସାମାନ୍ୟ+ସ୍ନାନ) — ଅର୍ଦ୍ଧସ୍ନାନ — Partial bath
- ସଂ. ବି. (ଉପ=ନିକୃଷ୍ଟ; ସାମାନ୍ୟ+ସ୍ନାନ) — ଦେହରେ ପାଣି ଛିଞ୍ଚା — Sprinkling of water on the body