ଉପସ୍ଥିତି Upasthiti
- ସଂ. ବି. (ଉପ=ନିକଟ+ସ୍ଥା ଧାତୁ=ରହିବା+ଭାବ. ତି) — ପହଞ୍ଚିବା; ଆଗମନ — Arrival
- ସଂ. ବି. (ଉପ=ନିକଟ+ସ୍ଥା ଧାତୁ=ରହିବା+ଭାବ. ତି) — ନିକଟକୁ ଆସିବା — Coming near
- ସଂ. ବି. (ଉପ=ନିକଟ+ସ୍ଥା ଧାତୁ=ରହିବା+ଭାବ. ତି) — ସତ୍ତା; ବିଦ୍ୟମାନତା — Presence; being
- ସଂ. ବି. (ଉପ=ନିକଟ+ସ୍ଥା ଧାତୁ=ରହିବା+ଭାବ. ତି) — ହାଜିରା; ହାଜିରି — Attendance
- ସଂ. ବି. (ଉପ=ନିକଟ+ସ୍ଥା ଧାତୁ=ରହିବା+ଭାବ. ତି) — ଉପାସନା — Worship