ଉପସ୍ଥିତବୁଦ୍ଧି Upasthitabuddhi

  • ସଂ. ବି. (କର୍ମଧାରୟ; ଉପସ୍ଥିତ+ବୁଦ୍ଧି) — ନବନବୋନ୍ମେଷଶାଳୀନୀ ବୁଦ୍ଧି; ପ୍ରତିଭା; ଫିକର; ପ୍ରତ୍ୟୁତ୍ପନ୍ନମତି
  • ସଂ. ବିଣ. (ବହୁବ୍ରୀହି) — ଯାହାର ପ୍ରତ୍ୟୁତ୍ପନ୍ନମତି ଅଛି; ଫନ୍ଦିବାଜ୍; ଫିକରିଆ