ଉପସ୍ଥାପନ Upasthāpana
- ସଂ. ବି. (ଉପ=ନିକଟ+ସ୍ଥା ଧାତୁ ଣିଚ୍=ସ୍ଥାପି ଧାତୁ +ଭାବ. ଅନ) — — 1 । ନିକଟରେ ରଖିବା — 1 ନିକଟରେ ରଖିବା—1. Placing near
- ସଂ. ବି. (ଉପ=ନିକଟ+ସ୍ଥା ଧାତୁ ଣିଚ୍=ସ୍ଥାପି ଧାତୁ +ଭାବ. ଅନ) — ନିକଟକୁ ଆନୟନ — Act of bringing near; producing
- ସଂ. ବି. (ଉପ=ନିକଟ+ସ୍ଥା ଧାତୁ ଣିଚ୍=ସ୍ଥାପି ଧାତୁ +ଭାବ. ଅନ) — ସଭାରେ ବା ହାକିମମାନଙ୍କ ଆଗରେ ପେଶ୍ କରିବା — Bringing up of a proposal or matter; putting up a matter before an authority