ଉପସ୍ଥାନ Upasthāna
- ସଂ.ବି. (ଉପ=ନିକଟ+ସ୍ଥା ଧାତୁ=ରହିବା+ଭାବ. ଅନ) — କୌଣସି ସ୍ଥାନରେ ଥିବା; ହାଜିରା; ଉପସ୍ଥିତି — Presence; attendance
- ସଂ.ବି. (ଉପ=ନିକଟ+ସ୍ଥା ଧାତୁ=ରହିବା+ଭାବ. ଅନ) — ପୂଜା; ଉପାସନା — Devotion; homage; obeisance; worship
- ସଂ.ବି. (ଉପ=ନିକଟ+ସ୍ଥା ଧାତୁ=ରହିବା+ଭାବ. ଅନ) — ଆଗମନ — Coming; approach
- ସଂ.ବି. (ଉପ=ନିକଟ+ସ୍ଥା ଧାତୁ=ରହିବା+ଭାବ. ଅନ) — ଉତ୍ତରଣ; ଉତୁରିବା; ପହଞ୍ଚିବା — Arrival
- ସଂ.ବି. (ଉପ=ନିକଟ+ସ୍ଥା ଧାତୁ=ରହିବା+ଭାବ. ଅନ) — ନୈକଟ୍ୟ — Nearness; propinquity
- ସଂ.ବି. (ଉପ=ନିକଟ+ସ୍ଥା ଧାତୁ=ରହିବା+ଭାବ. ଅନ) — ନିକଟକୁ ଯିବା — Going near
- ସଂ.ବି. (ଉପ=ନିକଟ+ସ୍ଥା ଧାତୁ=ରହିବା+ଭାବ. ଅନ) — ଅନୁସରଣ — Waiting on; attendance(M.W.)8 ବାସସ୍ଥାନ—8. Abode (M.W.)
- ସଂ.ବି. (ଉପ=ନିକଟ+ସ୍ଥା ଧାତୁ=ରହିବା+ଭାବ. ଅନ) — (M.W.)
- ସଂ.ବି. (ଉପ=ନିକଟ+ସ୍ଥା ଧାତୁ=ରହିବା+ଭାବ. ଅନ) — ବାସସ୍ଥାନ — Abode (M.W.)