ଉପସ୍ଥାନପୁସ୍ତକ Upasthānapustaka

  • ସଂ. ବି (ଆଧୁନିକପ୍ରୟୋଗ) — ଯେଉଁ ପୁସ୍ତକରେ ବିଦ୍ୟାଳୟର ବା କାର୍ଯ୍ୟାଳୟର ଦୈନିକ ଉପସ୍ଥିତି ଛାତ୍ର ବା କର୍ମଚାରିମାନଙ୍କର ଉପସ୍ଥିତିସମ୍ବନ୍ଧେ ସମ୍ବାଦ ଲେଖା ରହେ; ହାଜିରା; ହାଜିରାବହି