ଉପସ୍ଥାତା Upasthātā
- ସଂ. ବିଣ. ପୁଂ. (ଉପ=ନିକଟ+ସ୍ଥା ଧାତୁ=ରହିବା+ କର୍ତ୍ତୃ. ତୃ 1 ମା. 1 ବ) — — 1 । ଉପାସକ — 1 ଉପାସକ
- ସଂ. ବିଣ. ପୁଂ. (ଉପ=ନିକଟ+ସ୍ଥା ଧାତୁ=ରହିବା+ କର୍ତ୍ତୃ. ତୃ 1 ମା. 1 ବ) — ଉପସ୍ଥିତ — Present; attending
- ସଂ. ବି — ସେବକ; ଭୃତ୍ୟ — Attendant; servant
- ସଂ. ବି — ପୂଜକ — Worshipper
- ସଂ. ବି — ଭକ୍ତ — Devotee