ଉପସ୍କର Upaskara
- ସଂ. ବି (ଉପ=ସମ୍ପୂର୍ଣ୍ଣ+କୃ ଧାତୁ=କରିବା+କରଣ. ଅ) — ଅସମ୍ପୂର୍ଣ୍ଣ ବାକ୍ୟର ବୋଧ ନିମନ୍ତେ ଶବ୍ଦର ଅଧ୍ୟାହାର — A gap or ellipsis made for the proper understanding of an incomplete sentence
- ସଂ. ବି (ଉପ=ସମ୍ପୂର୍ଣ୍ଣ+କୃ ଧାତୁ=କରିବା+କରଣ. ଅ) — ତରକାରୀର ମସଲା; ବାଟଣା — Condiment; seasoning for curry.(ଉପସୃତ—ବିଣ)
- ସଂ. ବି (ଉପ=ସମ୍ପୂର୍ଣ୍ଣ+କୃ ଧାତୁ=କରିବା+କରଣ. ଅ) — (ଉପସୃତ—ବିଣ)
- ସଂ. ବି (ଉପ=ସମ୍ପୂର୍ଣ୍ଣ+କୃ ଧାତୁ=କରିବା+କରଣ. ଅ) — ବଟା ମସଲା (ହଳଦୀ, ବେସର, ଜିରା ମରିଚ, ଗରମମସଲା) — Ground spices; sauce e.g. mustard, pepper, termeric.)
- ସଂ. ବି (ଉପ=ସମ୍ପୂର୍ଣ୍ଣ+କୃ ଧାତୁ=କରିବା+କରଣ. ଅ) — ହାତ ହତିଆର — Implement; instrument
- ସଂ. ବି (ଉପ=ସମ୍ପୂର୍ଣ୍ଣ+କୃ ଧାତୁ=କରିବା+କରଣ. ଅ) — ଉପକରଣ — Material; ingredient
- ସଂ. ବି (ଉପ=ସମ୍ପୂର୍ଣ୍ଣ+କୃ ଧାତୁ=କରିବା+କରଣ. ଅ) — ବାସନବର୍ତ୍ତନ — Utensils
- ସଂ. ବି (ଉପ=ସମ୍ପୂର୍ଣ୍ଣ+କୃ ଧାତୁ=କରିବା+କରଣ. ଅ) — ଘରକରଣା ଜିନିଷ; ଗୃହସ୍ଥର ପ୍ରୟୋଜନୀୟ ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ
- ସଂ. ବି (ଉପ=ସମ୍ପୂର୍ଣ୍ଣ+କୃ ଧାତୁ=କରିବା+କରଣ. ଅ) — (ଯଥା —ଚକି, ଶିଳ, ପନିକି, ବଢ଼ିଣା, ଟୋକେଇ, ଢିଙ୍କି, କୋରଣା, ବାସନ, ଛୁରୀ)
- ସଂ. ବି (ଉପ=ସମ୍ପୂର୍ଣ୍ଣ+କୃ ଧାତୁ=କରିବା+କରଣ. ଅ) — (+ଭାବ. ଅ) ଯତ୍ନକରଣ — Bestowing care
- ସଂ. ବି (ଉପ=ସମ୍ପୂର୍ଣ୍ଣ+କୃ ଧାତୁ=କରିବା+କରଣ. ଅ) — ନିନ୍ଦା — Blame; censure
- ସଂ. ବି (ଉପ=ସମ୍ପୂର୍ଣ୍ଣ+କୃ ଧାତୁ=କରିବା+କରଣ. ଅ) — ଅଧ୍ୟାହାର — Ellipsis