ଉପସେବକ Upasebaka

  • ସଂ. ବିଣ. ପୁଂ (ଉପ+ସେବ ଧାତୁ=ସେବା କରିବା+କର୍ତ୍ତୃ. ଅକ) — ଉପଭୋଗକର୍ତ୍ତା — Enjoying
  • ସଂ. ବିଣ. ପୁଂ (ଉପ+ସେବ ଧାତୁ=ସେବା କରିବା+କର୍ତ୍ତୃ. ଅକ) — ପରସ୍ତ୍ରୀ ପ୍ରତି ଆସକ୍ତ; ପରସ୍ତ୍ରୀ ପ୍ରଣୟୀ — Attached to the wife of another person; courting the wife of another