ଉପସୃଷ୍ଟ Upasṛushṭa

  • ସଂ. ବିଣ. (ଉପ+ ସୃଜ ଧାତୁ=ଯୋଗ କରିବା+ କର୍ମ. ତ) — ଉପଦ୍ରୁତ — Oppressed
  • ସଂ. ବିଣ. (ଉପ+ ସୃଜ ଧାତୁ=ଯୋଗ କରିବା+ କର୍ମ. ତ) — ଆକ୍ରାନ୍ତ — Attacked; afflicted
  • ସଂ. ବିଣ. (ଉପ+ ସୃଜ ଧାତୁ=ଯୋଗ କରିବା+ କର୍ମ. ତ) — ବ୍ୟାପ୍ତ — Pervaded
  • ସଂ. ବିଣ. (ଉପ+ ସୃଜ ଧାତୁ=ଯୋଗ କରିବା+ କର୍ମ. ତ) — ଦୈବାଦି ଉପଦ୍ରବଯୁକ୍ତ — Overwhelmed with calamity
  • ସଂ. ବିଣ. (ଉପ+ ସୃଜ ଧାତୁ=ଯୋଗ କରିବା+ କର୍ମ. ତ) — (ବ୍ୟାକରଣ) ଉପସର୍ଗଯୁକ୍ତ — (grammer) Having a prefix
  • ସଂ. ବିଣ. (ଉପ+ ସୃଜ ଧାତୁ=ଯୋଗ କରିବା+ କର୍ମ. ତ) — (ରୋଗୀ) ବିକାରଯୁକ୍ତ — (disease) Attended with complications
  • ସଂ. ବିଣ. (ଉପ+ ସୃଜ ଧାତୁ=ଯୋଗ କରିବା+ କର୍ମ. ତ) — ରାହୁ ବା କେତୁଗ୍ରସ୍ତ (ଚନ୍ଦ୍ର, ସୂର୍ଯ୍ୟ) — Eclipsed
  • ସଂ. ବିଣ. (ଉପ+ ସୃଜ ଧାତୁ=ଯୋଗ କରିବା+ କର୍ମ. ତ) — ପରିତ୍ୟକ୍ତ — Abandoned
  • ସଂ. ବିଣ. (ଉପ+ ସୃଜ ଧାତୁ=ଯୋଗ କରିବା+ କର୍ମ. ତ) — ଆଚ୍ଛାଦିତ — Obscured
  • ସଂ. ବିଣ. (ଉପ+ ସୃଜ ଧାତୁ=ଯୋଗ କରିବା+ କର୍ମ. ତ) — (ଭୂତ ବା ଅସୁରଙ୍କଦ୍ୱାରା) ଗ୍ରସ୍ତ — Possessed by a spirit or demon
  • ସଂ. ବିଣ. (ଉପ+ ସୃଜ ଧାତୁ=ଯୋଗ କରିବା+ କର୍ମ. ତ) — ବର୍ଦ୍ଧିତ — Inceased
  • ସଂ. ବିଣ. (ଉପ+ ସୃଜ ଧାତୁ=ଯୋଗ କରିବା+ କର୍ମ. ତ) — କାମୁକ (ପ୍ରକୃତିବାଦ) — Lustful