ଉପସୁନ୍ଦ Upasunda

  • ସଂ. ବି. (ନାମ) — ଜଣେ ଦୈତ୍ୟ; ସୁନ୍ଦ ଦୈତ୍ୟର ଭାଇ; (ଏ ଦୁଇ ଭାଇ ତିଳୋତ୍ତମାପାଇଁ ପରସ୍ପର ବିବାଦ କରି ନିହତ ହୋଇଥିଲେ) — Name of a demon
  • ସଂ. ବି. (ନାମ) — 2 . ନରକାସୁରର ସେନାପତି (ଏ କୃଷ୍ଣଙ୍କ ହାତରେ ନିହତ ହୋଇଥିଲେ) — 2. ନରକାସୁରର ସେନାପତି (ଏ କୃଷ୍ଣଙ୍କ ହାତରେ ନିହତ ହୋଇଥିଲେ)