ଉପସର୍ପଣ Upasarpaṇa
- ସଂ. ବି. (ଉପ=ସମୀପ+ସୃପ୍ ଧାତୁ=ଗମନ କରିବା+ ଭାବ. ଅନ) — ସମୀପକୁ ଗମନ; ସମୀପରେ ଉପସ୍ଥିତି — Coming near; approach
- ସଂ. ବି. (ଉପ=ସମୀପ+ସୃପ୍ ଧାତୁ=ଗମନ କରିବା+ ଭାବ. ଅନ) — ଅନୁବୃତ୍ତି; ଅନୁସରଣ — Attendance on or cringing before a person to gain some end
- ସଂ. ବି. (ଉପ=ସମୀପ+ସୃପ୍ ଧାତୁ=ଗମନ କରିବା+ ଭାବ. ଅନ) — ଉପାସନା — Worship; prayer
- ସଂ. ବି. (ଉପ=ସମୀପ+ସୃପ୍ ଧାତୁ=ଗମନ କରିବା+ ଭାବ. ଅନ) — ନର୍ତ୍ତନ — Dancing