ଉପସର୍ଜ୍ଜନ Upasarjjana
- ସଂ. ବି. (ଉପ=ହୀନ+ସୃଜ ଧାତୁ=ସୃଷ୍ଟି କରିବା+ଭାବ. ଅନ) — ଦୈବୀ ଉପଦ୍ରବ — Natural calamity
- ସଂ. ବି. (ଉପ=ହୀନ+ସୃଜ ଧାତୁ=ସୃଷ୍ଟି କରିବା+ଭାବ. ଅନ) — ଅଧିକା ଯୋଗ କରିବା — Adding
- ସଂ. ବି. (ଉପ=ହୀନ+ସୃଜ ଧାତୁ=ସୃଷ୍ଟି କରିବା+ଭାବ. ଅନ) — ତ୍ୟାଗ — Abandonment
- ସଂ. ବି. (ଉପ=ହୀନ+ସୃଜ ଧାତୁ=ସୃଷ୍ଟି କରିବା+ଭାବ. ଅନ) — ଅଧୀନ ବ୍ୟକ୍ତି — Subordinate person
- ସଂ. ବି. (ଉପ=ହୀନ+ସୃଜ ଧାତୁ=ସୃଷ୍ଟି କରିବା+ଭାବ. ଅନ) — ଚନ୍ଦ୍ର ବା ସୂର୍ଯ୍ୟ ଗ୍ରହଣ — Eclipse
- ସଂ. ବି. (ଉପ=ହୀନ+ସୃଜ ଧାତୁ=ସୃଷ୍ଟି କରିବା+ଭାବ. ଅନ) — ଅପ୍ରଧାନ ବ୍ୟକ୍ତି — A person of secondary importance
- ସଂ. ବି. (ଉପ=ହୀନ+ସୃଜ ଧାତୁ=ସୃଷ୍ଟି କରିବା+ଭାବ. ଅନ) — ଉପରେ ଢାଳିବା — Pouring upon
- ସଂ. ବି. (ଉପ=ହୀନ+ସୃଜ ଧାତୁ=ସୃଷ୍ଟି କରିବା+ଭାବ. ଅନ) — ଅପ୍ରାଧାନ୍ୟ — Subordination
- ସଂ. ବି. (ଉପ=ହୀନ+ସୃଜ ଧାତୁ=ସୃଷ୍ଟି କରିବା+ଭାବ. ଅନ) — ପ୍ରତିନିଧି, ବଦଳରେ ରଖାଯିବା ବସ୍ତୁ ବା ବ୍ୟକ୍ତି — Representative; substitute
- ସଂ. ବି. (ଉପ=ହୀନ+ସୃଜ ଧାତୁ=ସୃଷ୍ଟି କରିବା+ଭାବ. ଅନ) — (ବ୍ୟାକରଣ) ସମାସରେ ପ୍ରଥମାନ୍ତ ନିର୍ଦ୍ଦିଷ୍ଟ ବା ଏକ ବିଭକ୍ତି ଯୁକ୍ତ ପଦ (ପ୍ରକୃତିବାଦ) — (grammar) A word which by composition or derivation loses its original independence while also it determines the sense of another word (M. W.)
- ସଂ. ବି. (ଉପ=ହୀନ+ସୃଜ ଧାତୁ=ସୃଷ୍ଟି କରିବା+ଭାବ. ଅନ) — [ଦ୍ର —ବହୁବ୍ରୀହି ସମାସରେ ଦୁଇଟିଯାକ ପଦ ଉପସର୍ଜ୍ଜନ ଅଟେ; ଅନ୍ୟ ସମାସମାନଙ୍କରେ କେବଳ ପ୍ରଥମ ପଦ ଉପସର୍ଜ୍ଜନ ଅଟେ (M.W.) ଯଥା—'ନୀଚ ପ୍ରକୃତି' ଶବ୍ଦରେ ବ୍ୟବହୃତ 'ନୀଚ' ଓ 'ପ୍ରକୃତି' ଏହି ଦୁଇ ଶବ୍ଦର ମୌଳିକ ଅର୍ଥ ଲୋପ ପାଇ ନୀଚପ୍ରକୃତିବିଶିଷ୍ଟ ବ୍ୟକ୍ତିକୁ ବୁଝାଇଲା। ଅତଏବ ଏ ଦୁଇ ଶବ୍ଦ ଉପସର୍ଜ୍ଜନ ଅଟେ।]
- ସଂ. ବିଣ — ଗୌଣ; ଅପ୍ରଧାନ — Sobordinate; secondary