ଉପସଂହାର Upasaṁhāra
- ସଂ. ବି. (ଉପ+ସମ+ହୃ ଧାତୁ+ଭାବ. ଅ) — ନାଶ; ମୃତ୍ୟୁ — Death; destruction
- ସଂ. ବି. (ଉପ+ସମ+ହୃ ଧାତୁ+ଭାବ. ଅ) — ପରିଶେଷ; ଶେଷ; ସମାପ୍ତି — Completion; end; finish
- ସଂ. ବି. (ଉପ+ସମ+ହୃ ଧାତୁ+ଭାବ. ଅ) — ସଂଗ୍ରହ — Collection
- ସଂ. ବି. (ଉପ+ସମ+ହୃ ଧାତୁ+ଭାବ. ଅ) — ଉଦ୍ଯାପନ — Conclusion; summing up
- ସଂ. ବି. (ଉପ+ସମ+ହୃ ଧାତୁ+ଭାବ. ଅ) — ନିବର୍ତ୍ତନ — Cessation
- ସଂ. ବି. (ଉପ+ସମ+ହୃ ଧାତୁ+ଭାବ. ଅ) — ଆକ୍ରମଣ — Attack
- ସଂ. ବି. (ଉପ+ସମ+ହୃ ଧାତୁ+ଭାବ. ଅ) — ସଂକୋଚ — Hesitation