ଉପସଂବ୍ୟାନ Upasaṁbyāna
- ସଂ. ବି. (ଉପ=ଉପରେ+ସମ୍=ସମ୍ୟକ୍+ ବ୍ୟେ ଧାତୁ =ଆଚ୍ଛାଦନ କରିବା+କରଣ. ଅନ) — — 1 । ପରିଧାନ ବସ୍ତ୍ର — 1 ପରିଧାନ ବସ୍ତ୍ର
- ସଂ. ବି. (ଉପ=ଉପରେ+ସମ୍=ସମ୍ୟକ୍+ ବ୍ୟେ ଧାତୁ =ଆଚ୍ଛାଦନ କରିବା+କରଣ. ଅନ) — ପିନ୍ଧା ଲୁଗା; ପୋଷାକ — Wearing apparel; dress
- ସଂ. ବି. (ଉପ=ଉପରେ+ସମ୍=ସମ୍ୟକ୍+ ବ୍ୟେ ଧାତୁ =ଆଚ୍ଛାଦନ କରିବା+କରଣ. ଅନ) — ଉତ୍ତରୀୟ ବସ୍ତ୍ର — A scarf; sheet worn on the upper part of the body