ଉପଲେଛିବା Upalechhibā

  • ଗ୍ରା. କ୍ରି (ସଂ. ଉପଲକ୍ଷ) — ଅନୁମାନଦ୍ୱାରା ଦେଖିନେବା; ଦରାଣ୍ଡିବା — To grope; to search at random
  • ଗ୍ରା. କ୍ରି (ସଂ. ଉପଲକ୍ଷ) — (ସଂ. ଉପେକ୍ଷା) ତ୍ୟାଗ କରିବା — To abandon