ଉପଲିପ୍ତ Upalipta

  • ସଂ. ବିଣ (ଉପ=ଉପରେ+ଲିପ ଧାତୁ=ଲେପନ କରିବା+ କର୍ମ. ତ) — — 1 । ଦେହରେ ବୋଳା ହୋଇଥିବା; ଉପରେ ବୋଳା ହୋଇଥିବା — 1 ଦେହରେ ବୋଳା ହୋଇଥିବା; ଉପରେ ବୋଳା ହୋଇଥିବା
  • ସଂ. ବିଣ (ଉପ=ଉପରେ+ଲିପ ଧାତୁ=ଲେପନ କରିବା+ କର୍ମ. ତ) — ଲିପା ହୋଇଥିବା — Plastered; anointed