ଉପଲବ୍ଧି Upalabdhi
- ସଂ. ବିଣ. (ଉପ+ଲଭ ଧାତୁ=ପାଇବା+ଭାବ. ବି) — ଅନୁଭବ; ବୋଧ; ଅନୁଭୂତି — Perception; experience
- ସଂ. ବିଣ. (ଉପ+ଲଭ ଧାତୁ=ପାଇବା+ଭାବ. ବି) — ବୁଝିବା; ହୃହୟଙ୍ଗମ କରିବା — Comprehension; understanding; realisation
- ସଂ. ବିଣ. (ଉପ+ଲଭ ଧାତୁ=ପାଇବା+ଭାବ. ବି) — ଜ୍ଞାନ — knowledge; cognition; perception
- ସଂ. ବିଣ. (ଉପ+ଲଭ ଧାତୁ=ପାଇବା+ଭାବ. ବି) — ପ୍ରାପ୍ତି; ଲାଭ — Acquisition; attainment
- ସଂ. ବିଣ. (ଉପ+ଲଭ ଧାତୁ=ପାଇବା+ଭାବ. ବି) — ବୃଦ୍ଧି — Conception