ଉପଲବ୍ଧାର୍ଥ Upalabdhārtha
- ସଂ. ବି. (କର୍ମଧା) — ଅନୁମିତ ଅର୍ଥ — Implied meaning
- ସଂ. ବି. (କର୍ମଧା) — ବୁଝାଯିବା ଅର୍ଥ — Comprehended meaning; a purport which has been understood
- ସଂ. ବି. (କର୍ମଧା) — ଫଳରେ ପ୍ରାପ୍ତ ଉଦ୍ଦେଶ୍ୟ — Object which has been attained.(ଉପଲବ୍ଧର୍ଥ —ସ୍ତ୍ରୀ)
- ସଂ. ବି. (କର୍ମଧା) — (ଉପଲବ୍ଧର୍ଥ —ସ୍ତ୍ରୀ)
- ସଂ. ବିଣ. ପୁଂ (ବହୁବ୍ରୀହି; ଉପଲବ୍ଧ ହୋଇଅଛି ଅର୍ଥ ଯାହାଦ୍ୱାରା) — ଯେ ଉଦ୍ଦେଶ୍ୟ ଅନୁରୂପ ଫଳ ପାଇଅଛି — Having attained one's aim
- ସଂ. ବିଣ. ପୁଂ (ବହୁବ୍ରୀହି; ଉପଲବ୍ଧ ହୋଇଅଛି ଅର୍ଥ ଯାହାଦ୍ୱାରା) — ଯେ ଅର୍ଥ ବୁଝି ପାରିଅଛି — Having understood the meaning
- ସଂ. ବିଣ. ପୁଂ (ବହୁବ୍ରୀହି; ଉପଲବ୍ଧ ହୋଇଅଛି ଅର୍ଥ ଯାହାଦ୍ୱାରା) — ଯେ ଉଦ୍ଦେଶ୍ୟ ହୃଦୟଙ୍ଗମ କରିଅଛି — One who has realised the intention
- ସଂ. ବିଣ. ପୁଂ (ବହୁବ୍ରୀହି; ଉପଲବ୍ଧ ହୋଇଅଛି ଅର୍ଥ ଯାହାଦ୍ୱାରା) — (ବହୁବ୍ରୀହି; ଉପଲବ୍ଧ ହୋଇଅଛି ଅର୍ଥ ଯାହାର) ଯାହାର ଅର୍ଥ ବୁଝା ଯାଇଅଛି — (a matter) Of Which the meaning has been comprehended