ଉପଲକ୍ଷିବା Upalakshibā

  • ଦେ. କ୍ରି — (କୌଣସି ବିଷୟକୁ) ଲକ୍ଷ ରଖିବା; ଉଦ୍ଦେଶ୍ୟ କରିବା — To have an eye upon; to aim at
  • ଦେ. କ୍ରି — ଉପଲେଛିବା (ଦେଖ) — Upalechhibā (See)
  • ଦେ. କ୍ରି — କଳିର ଆଗମନ ଦେଖି, ମୁନିଏ ସ୍ଥାନ ଉପଲକ୍ଷି, ଶୌନକ ଆଦି ମୁନିଗଣେ, ମିଳିଲେ ନୈମିଷ ଅରଣ୍ୟେ । —ଜଗନ୍ନାଥ, ଭାଗବତ।