ଉପରୋଧ ମିଛୁଆ Uparodha michhuā

  • ଦେ. ବିଣ. ପୁଂ — ଯେ ଅନ୍ୟ ବ୍ୟକ୍ତିକୁ ପ୍ରସନ୍ନ କରିବାପାଇଁ ବା ଅନ୍ୟ ବ୍ୟକ୍ତିର ଉପରୋଧରେ ମିଛ କଥା କହେ — Speaking falsehood to please another
  • ଦେ. ବିଣ. ପୁଂ — ଯେଉଁ ବ୍ୟକ୍ତି ଅନ୍ୟ ବ୍ୟକ୍ତିର ମନ ଜଗିବା ପାଇଁ ମନର ପ୍ରକୃତ ଭାବ ଗୋପନ କରେ — Concealing one's inner feelings to please another