ଉପରେଉପରେ Upareupare

  • ଦେ. କ୍ରି. ବିଣ. — ଉପର୍ଯ୍ୟୁପରି — Repeatedly
  • ଦେ. କ୍ରି. ବିଣ. — ମାଗଣାରେ — Gratis
  • ଦେ. କ୍ରି. ବିଣ. — ବିନା ବ୍ୟୟରେ — Without expenses
  • ଦେ. କ୍ରି. ବିଣ. — ଉପରଠାଉରିଆ ଭାବରେ — Superficially