ଉପରେ ପଡ଼ିବା Upare paṟḍ̠ibā
- ଦେ. କ୍ରି — କୌଣସି କାର୍ଯ୍ୟର ଭାର କାହା ଉପରେ ନ୍ୟସ୍ତ ହେବା — To be devolved upon
- ଦେ. କ୍ରି — ଉପରେ ପଡ଼ିଲେ ବଜେଇ ଶିଖନ୍ତି —ଢଗ।
- ଦେ. କ୍ରି — ଉପରୁ କୌଣସି ବସ୍ତୁ କାହା ଦେହରେ ପଡ଼ିବା — To fall from above
- ଦେ. କ୍ରି — ଅନାହୂତଭାବରେ ସଂଶ୍ଳିଷ୍ଟ ହେବା — To meddle with anything uncalled for.(ଯଥା —ସେ ଉପରେ ପଡ଼ି କଥା କହୁଛି)
- ଦେ. କ୍ରି — (ଯଥା —ସେ ଉପରେ ପଡ଼ି କଥା କହୁଛି।)