ଉପରୁଦ୍ଧ Uparuddha
- ସଂ. ବିଣ. (ଉପ+ରୁଧ ଧାତୁ=ବାଧା ନେବା; ଅଟକାଇବା +କର୍ମ, ତ,) — — 1 । ପ୍ରତିବଦ୍ଧ — 1 ପ୍ରତିବଦ୍ଧ—1. Obstructed
- ସଂ. ବିଣ. (ଉପ+ରୁଧ ଧାତୁ=ବାଧା ନେବା; ଅଟକାଇବା +କର୍ମ, ତ,) — ଉତ୍ପୀଡ଼ିତ — Hardpressed; oppressed
- ସଂ. ବିଣ. (ଉପ+ରୁଧ ଧାତୁ=ବାଧା ନେବା; ଅଟକାଇବା +କର୍ମ, ତ,) — ଅନୁରୁଦ୍ଧ — Requested
- ସଂ. ବିଣ. (ଉପ+ରୁଧ ଧାତୁ=ବାଧା ନେବା; ଅଟକାଇବା +କର୍ମ, ତ,) — ଅଟକ ହୋଇଥିବା — Checked; restrained